31.1 C
Bhubaneswar
Tuesday, March 10, 2026
Homeଓଡିଶାଓଡିଆ ଲୋକଙ୍କୁ ଫେରାଇ ଆଣନ୍ତୁ: ନବୀନ

ଓଡିଆ ଲୋକଙ୍କୁ ଫେରାଇ ଆଣନ୍ତୁ: ନବୀନ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଯୁଦ୍ଧ । ସେଠାରେ ଫସିରହିଛନ୍ତି ଓଡିଆ । ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ନବୀନ । ଏହାରି ଭିତରେ କିଛି ଦିନ ତଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ଫସିରହିଥିବା ଓଡିଆଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଅଣାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking