36.1 C
Bhubaneswar
Wednesday, March 4, 2026
Homeଓଡିଶାହୋଲି ଗାଧୁଆ କାଳ: ୬ ମୃତ

ହୋଲି ଗାଧୁଆ କାଳ: ୬ ମୃତ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ।  ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୬ ଜଣଙ୍କ ମୃତ୍ୟୁ ହୋଇଛି । ବଡମ୍ବା ଟି ସେତୁ ନିକଟରେ ବୁଡିଯାଇ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଯାଜପୁର ରୋଡ ଜୋକଡିଆ ନିକଟ ଖରସ୍ରୋତାରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦିଗାମ୍ବରପୁର ନିକଟ ବ୍ରାହ୍ମଣୀରେ ବୁଡି ଜଣଙ୍କ ମୃତ୍ୟୁ ହଇଛି । କଟକ ଜିଲ୍ଲା ବାରଙ୍ଗ ଥାନା ମଧୁବନ ଗାଁ ପାଖ ପୁରୀ ମେନ କେନାଲରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଚମ୍ପୁଆ ଝୁମ୍ପୁରା ଥାନା ସିଜୁକଳା ଗାଁ ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲା ବିଗିଡି ଥାନା ଗେହ୍ଲାପୁର ନିକଟ ବିଲୁଆଖାଇରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking