26.1 C
Bhubaneswar
Monday, March 2, 2026
Homeଓଡିଶାବରଗଡ କୋର୍ଟକୁ ବୋମା ଧମକ

ବରଗଡ କୋର୍ଟକୁ ବୋମା ଧମକ

ବରଗଡ: ସମ୍ବଲପୁର ପରେ ବରଗଡ କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ । ବୋମା ଧମକ ପରେ କୋର୍ଟ ପରିସରରେ ତନ୍ନ ତନ୍ନ ଯାଞ୍ଚ କରୁଛି ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ । ତେବେ ବୋମା ଧମକ ଚିଠି କେଉଁଠୁ ଆସିଲା, କିଏ ପଠାଇଛି, ତାକୁ ନେଇ ତଦନ୍ତ ଆରମ୍ଭ କରୁଛି ପୋଲିସ । ପୂର୍ବରୁ ସମ୍ବଲପୁର କୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିଲା । ପରେ କୋର୍ଟ ପରିସରକୁ ଖାଲି କରାଯାଇଥିଲା । ସୁରକ୍ଷା ବାହିନୀ ଟିମ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking