33.1 C
Bhubaneswar
Friday, February 27, 2026
Homeଓଡିଶାମଣ୍ଡିରେ ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି: ମନ୍ତ୍ରୀ

ମଣ୍ଡିରେ ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି: ମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି କହିଲେ । ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ ନାୟକଙ୍କ ଦେହାନ୍ତ ହୋଇଛି । ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ, ସମବାୟ ବିଭାଗ ତଦନ୍ତ କରୁଛି । ସ୍ଥଆନ ନଥିବାରୁ ଧିରେ ଧିରେ ଧାନ ଉଠୁନଥିଲା । ତିନି ଦିନ ତଳୁ ଧାନ ସ୍ୱାଭାବିକ ଭାବେ ଉଠୁଛି । ତେବେ ଗତକାଲି ଚାଷୀ ଜଣଙ୍କ କୌଣସି କାରଣରୁ ମୃତ୍ୟୁ ହେବା ପରେ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ଏହାକୁ ନେଇ ବିଜେଡି ପ୍ରେସମିଟ କରି କହିଥଲା ଯେ, ଚାଷୀର ମୃତ୍ୟୁ ପାଇଁ ବିଜେପି ସରକାର ଦାୟୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking