ଭୁବନେଶ୍ୱର: ରାଜ୍ୟରେ ବଢିବ ଆମ ବସ ସେବାର କଳେବର । ଆଉ ୬୦୦- ବସ କିଣିବାକୁ ରାଜ୍ୟସରକାରଙ୍କ ଯୋଜନା ରହିଛି । ପିଏମଇ-ବସ ସେବା ଯୋଜନାରେ ରାଜ୍ୟକୁ ଆସିବ ଆଉ ୪୦୦ ଇ- ବସ । ଏଥିପାଇଁ ୨୦୨୬-୨୭ ବଜେଟରେ ୪୨୧ ଟଙ୍କାର ବ୍ୟୟବରାଦ କରାଯାଇଛି । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।










