26.1 C
Bhubaneswar
Saturday, February 21, 2026
Homeଓଡିଶାପୁରୀ ହେବ ବିଶ୍ୱପ୍ରସିଦ୍ଧ ଧାର୍ମିକ ଐତିହ୍ୟସ୍ଥଳୀ

ପୁରୀ ହେବ ବିଶ୍ୱପ୍ରସିଦ୍ଧ ଧାର୍ମିକ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: ପୁରୀ ହେବ ବିଶ୍ୱ ପ୍ରସିଦ୍ଧ ଧାର୍ମିକ ଐତିହ୍ୟସ୍ଥଳୀ । ରାଜ୍ୟ ବଜେଟକୁ ଯୁଗାନ୍ତକାରୀ ବଜେଟ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସବୁ ବର୍ଗଙ୍କ ସ୍ୱାର୍ଥକୁ ଧ୍ୟାନ ଦିଆଯାଇଛି, ସମସ୍ତେ ଉପକୃତ ହେବେ । ପୁରୀକୁ ବିଶ୍ୱପ୍ରସିଦ୍ଧ ଐତିହ୍ୟସ୍ଥଳୀ କରିବାକୁ ଥିବା ପ୍ରକ୍ରିୟା ସଂପୂର୍ଣ୍ଣ କରିବୁ । ଗତବର୍ଷ ୫୦୦ କୋଟିର କର୍ପସ ଫଣ୍ଡ, ଏବେ ହଜାରେ କୋଟିର ପ୍ରାବଧାନ ରହିଛି । ଆସନ୍ତା ବର୍ଷ ଇଣ୍ଡର ପ୍ରିଟେସନ ସେଣ୍ଟର ନିର୍ମାଣ ହେବ । ଶ୍ରୀଜଗନ୍ନାଥ ସଂର୍କିତ ଭିତ୍ତିଭୂମି ଯେଉଁ କାମ ବାକି ଅଛି, ତାକୁ ସଂପୂର୍ଣ୍ଣ କରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking