34.1 C
Bhubaneswar
Saturday, February 21, 2026
Homeଓଡିଶାରାଜ୍ୟରେ ୭୬୬୫ ଅତିଶୟ ପୃଷ୍ଟିହୀନ ଶିଶୁ

ରାଜ୍ୟରେ ୭୬୬୫ ଅତିଶୟ ପୃଷ୍ଟିହୀନ ଶିଶୁ

ଭୁବନେଶ୍ୱର: ୨୦୨୬ ତଥ୍ୟ ଅନୁସାରେ ରାଜ୍ୟରେ ୭୬୬୫ ଅତିଶୟ ପୃଷ୍ଟିହୀନ ଶିଶୁ ଅଛନ୍ତି । ରୋମାଞ୍ଚ ବିଶ୍ୱାଳଙ୍କ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । କହିଛନ୍ତି, ମୟୁରଭଞ୍ଚରେ ସର୍ବାଧିକ ୭୪୬ ପୃଷ୍ଟିହୀନ ଶିଶୁ ଅଛନ୍ତି । କେନ୍ଦୁଝରରେ ୬୩୪ ପୃଷ୍ଟିହୀନ ଶିଶୁ ଅଛନ୍ତି । ସୂଚନାଥାଉକି, ଆଜି ବିଚାଲିପାରିଲାନି ପ୍ରଶ୍ନକାଳ। ଶୂନ୍ୟକାଳ ରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking