ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର । ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ । ୪୦ ହଜାର ଟଙ୍କା ଫାଇନ ନେଇ ୩୦ ହଜାରର ରସିଦ କାଟି ଧରାପଡିଲେ । ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ ହଜାର ଫାଇନ କାଟିଥିଲେ । ୪୦ ହଜାର ଟଙ୍କା ଫାଇନ ନେବା ସତ୍ତ୍ୱେ ୩୦ ହଜାରର ରସିଦ କାଟିଥିଲେ । ଏହି ମାମଲାରେ ଆଉ ୩ ଆରଆଇଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ଅଧିକ ଜେରା ପାଇଁ ଗୋବରା, ପାଇଲିପଡା ଓ ବେଲଗୁଣ୍ଠା ଆରଆଇଙ୍କୁ ଉଠାଇ ନେଇଛି ପୋଲିସ ।










