30.1 C
Bhubaneswar
Wednesday, February 11, 2026
Homeଓଡିଶାସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଜଣେ ମୃତ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆପଡାରେ ଅଭାବନୀୟ ଘଟଣା ଘଟିଛି। ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ କୌଣସି କାରଣକୁ ନେଇ ସାମାନ୍ୟ ବଚସା ହୋଇଥିଲା । ପରେ ଏହାର ଉଗ୍ର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଆକ୍ରମଣ କରିଥିଲେ। ଯେଉଁଥିରେ ଛୁରାମାଡରେ ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ଜଣକ ହେଲେ ସୋମନାଥ ମେହେରା। ସେହିପରି ଦୁଇ ଗୁରୁତରଙ୍କୁ ପ୍ରଥମେ ବିନିକା ଓ ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking