ବାଲେଶ୍ୱର: ଚାଷୀଙ୍କୁ ମୁଖ୍ୟ ଯୋଗାଣ ଅଧିକାରୀ ‘ଅଭଦ୍ର’ କହିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଏପରି କହିଥିବା ଅଭିଯୋଗ ହୋଇଛି । ରଣସାହି ଅଞ୍ଚଳର ଚାଷୀ ସମସ୍ୟା ଜଣାଇବା ବେଳେ ଅପ୍ରୀତିକର ସ୍ଥିତି । କାହିଁକି ଚାଷୀ ଭାଇଙ୍କୁ ‘ଅଭଦ୍ର’ କହିଲେ ତାର ଜବାବ ମାଗିଲେ ସରପଞ୍ଚ । ମୁଖ୍ୟ ଯୋଗାଣ ଅଧିକାରୀ ଅଭିଯୋଗର ଜବାବ ନ ରଖିବାରୁ ଚାଷୀଙ୍କ ଧାରଣ ।










