23.1 C
Bhubaneswar
Sunday, February 8, 2026
Homeଓଡିଶାଚା’ ଦୋକାନୀକୁ ମର୍ଡର: ୫ ଗିରଫ

ଚା’ ଦୋକାନୀକୁ ମର୍ଡର: ୫ ଗିରଫ

ରାଉରକେଲା: ରେଳ ଷ୍ଟେସନ ସାମ୍ନାରେ ମର୍ଡର ଘଟଣାରେ ୫ ଗିରଫ । ୫ ଅଭିଯୁକ୍ତ ଗିରଫ ନେଇ ରାଉରକେଲା ଏସ୍‌ପିଙ୍କ ସୂଚନା । ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳରେ ଚା’ ଦୋକାନୀକୁ ହତ୍ୟା କରାଯାଇଥିଲା । ୨ ଦିନ ତଳେ ଛୁରି ଭୁସି ନିର୍ମମ ହତ୍ୟା କରାଯାଇଥିଲା ।ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ରାଉରକେଲାର ଜନଗହଳିପୂର୍ଣ୍ଣ ରେଳ‌ଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଚା’ ଦୋକାନୀଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଚା’ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଦୋକାନୀ ଅବିନାଶଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଚା’ ଦୋକାନୀଙ୍କୁ ଛୁରି ଭୁସି ହତ୍ୟା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking