ଚା’ ଦୋକାନୀଙ୍କୁ ଛୁରି ଭୁସି ହତ୍ୟା

ରାଉରକେଲା: ରାଉରକେଲାର ଜନଗହଳିପୂର୍ଣ୍ଣ ରେଳ‌ଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଜଣେ ଚା’ ଦୋକାନୀଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଚା’ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ବିବାହ ଶୋଭାଯାତ୍ରା ଚାଲିଥିବାରୁ ଆକ୍ରମଣ ସଂକ୍ରାନ୍ତରେ ହଠାତ୍‌ କେହି କିଛି ଜାଣି ପାରି ନଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଶୌଚ ପାଇଁ ଅମରଭବନ ନିକଟସ୍ଥ ଶୌଚାଳୟକୁ  ଯାଇଥିଲେ। ସେଠାରୁ  ଦୋକାନକୁ ଫେରୁଥିବା ସମୟରେ ହଠାତ୍‌ ତିନିଜଣ ମୁଖାପିନ୍ଧା ଯୁବକ … Continue reading ଚା’ ଦୋକାନୀଙ୍କୁ ଛୁରି ଭୁସି ହତ୍ୟା