29.1 C
Bhubaneswar
Sunday, February 8, 2026
Homeଓଡିଶାପରୋକ୍ଷରେ ଅସନ୍ତୋଷ ଝାଡିଲେ ସୋଫିଆ

ପରୋକ୍ଷରେ ଅସନ୍ତୋଷ ଝାଡିଲେ ସୋଫିଆ

ଭୁବନେଶ୍ୱର: କଂଗ୍ରେସରେ ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆଙ୍କ ମନ୍ତବ୍ୟ । ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅନ୍ତୋଷ ଝାଡିଲେ ସୋଫିଆ । କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ ଜାଣି ନଥିଲି କହିଲେ ସୋଫିଆ । ଏହା ସହ ସେ କହିଛନ୍ତି ଯେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ କରିବାର ଥିଲା । ସମସ୍ତଙ୍କୁ ଏକାଠି ନେଇ କାମ କଲେ କଂଗ୍ରେସ ଆଗକୁ ବଢିବ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ଗତକାଲି କଂଗ୍ରେସରେ ସାମିଲ୍ ହୋଇଥିଲେ ବିଶ୍ୱଜିତ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking