31.1 C
Bhubaneswar
Saturday, February 7, 2026
Homeଓଡିଶାଆଉ ନିର୍ବାଚନ ଲଢିବିନି: ବିଭୂତି ଜେନା

ଆଉ ନିର୍ବାଚନ ଲଢିବିନି: ବିଭୂତି ଜେନା

ଭୁବନେଶ୍ୱର: ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ନିଷ୍ପତ୍ତି । ଆଉ ନିର୍ବାଚନ ଲଢିବିନାହିଁ କହିଲେ ମନ୍ତ୍ରୀ । ଯୁବ ବର୍ଗଙ୍କ ପାଇଁ ବାଟ ଛାଡିବେ ବୋଲି ଦେଲେ ସୂଚନା । ମନ୍ତ୍ରୀ ଆହୁରି କହିଛନ୍ତି ଯେ ନିର୍ବାଚନ ଲଢିବାର ଇଚ୍ଛା ନାହିଁ, ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର । କିନ୍ତୁ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ପାଳନ କରିବି । ନିର୍ବାଚନ ଲଢିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରି ସାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking