24.1 C
Bhubaneswar
Friday, February 6, 2026
Homeଓଡିଶାବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ

ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ଏନେଇ ସୂଚନା ଦେଇଥିଲେ । ମହିଳା ନକ୍ସଲ ମମତା ପୋଡିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରାଯାଇଥିଲା । ସୂଚନାଥାଉକି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶ ମାଓ ମୁକ୍ତ ହେବ ବୋଲି କହିଛନ୍ତି । ପୂର୍ବରୁ ଅନେକ କୁଖ୍ୟାତ ମାଓବାଦୀ ଆତ୍ମ ସମର୍ପଣ କରିଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ଆଉ କେତେ ମାଓବାଦୀଙ୍କ ଜୀବନ ଯାଇଛି । ତେବେ ବଡ କଥା ହେଉଛି କେନ୍ଦ୍ର ସରକାରଙ୍କ କଥାକୁ ଗୁରୁତ୍ୱର ସହ ନେଇ ଦେଶ ତଥା ରାଜ୍ୟରୁ ମାଓ ମୁକ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking