31.1 C
Bhubaneswar
Friday, February 6, 2026
Homeଓଡିଶା୩ କୋର୍ଟକୁ ବୋମା ଧମକ: ସମ୍ବଲପୁର କୋର୍ଟରେ କଡା ସୁରକ୍ଷା

୩ କୋର୍ଟକୁ ବୋମା ଧମକ: ସମ୍ବଲପୁର କୋର୍ଟରେ କଡା ସୁରକ୍ଷା

ସମ୍ବଲପୁର: ରାଜ୍ୟରେ ୩ କୋର୍ଟକୁ ବୋମା ଧମକ ପରେ ବଢିଲା ସୁରକ୍ଷା । ସମ୍ବଲୁପର ଜିଲ୍ଲା ଜଜ୍ କୋର୍ଟରେ ସୁରକ୍ଷା କଡାକଡି କରାଯାଇଛି । ବମ୍ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ତଲାସୀ ଜୋରଦାର ହୋଇଛି । ସୂଚନା ଅନୁସାରେ, ଆଜି ସକାଳେ ରାଜ୍ୟର ତିନି କୋର୍ଟକୁ ମିଳିଥିଲା ବୋମା ଧମକପୁରୀ ଜିଲ୍ଲା ଜଜ୍ କୋର୍ଟ, କଟକ ଜିଲ୍ଲା ଜଜ୍ କୋର୍ଟ ଏବଂ ଫୁଲବାଣୀ କୋର୍ଟକୁ ମିଳିଥିଲା ବୋମା ଧମକ । ସମସ୍ତ କୋର୍ଟ ପରିସରରେ କୁକୁର ଓ ବୋମା ନିଷ୍କ୍ରିୟ ଦଳ ଦ୍ୱାରା ଚାଲିଛି ତଲାସୀ । କିଏ ଏବଂ କେଉଁଠାରୁ ଆସିଛି ବୋମା ଧମକ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଫୁଲବାଣୀ ଏବଂ ପୁରୀ କୋର୍ଟକୁ ବୋମା ଧମକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking