21.1 C
Bhubaneswar
Thursday, February 5, 2026
Homeଓଡିଶା‘ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

‘ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉନ୍ମୋଚନ କରିଛନ୍ତି । ଏଣିକି ହାତ ପାଆନ୍ତାରେ ମିଳିବ ରାଜସ୍ୱ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡିବ ନାହିଁ । ହ୍ୱାଟସଆପରେ ମିଳିବ ରାଜସ୍ୱ ସେବା । ହ୍ୱାଟସଆପ ନଂ ହେଉଛି- ୯୪୩୭୨୯୨୦୦୦ । ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ୱ ବିଭାଗ । ୫୭ଟି ଉପନିବନ୍ଧନ କାର୍ଯ୍ୟାଳୟ ମଧ୍ୟ ଉଦଘାଟନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking