21.1 C
Bhubaneswar
Tuesday, February 3, 2026
Homeଓଡିଶାନବମ ଛାତ୍ରୀକୁ ଗଣଦୁଷ୍କର୍ମ: ୫ ନାବାଳକ ଅଟକ

ନବମ ଛାତ୍ରୀକୁ ଗଣଦୁଷ୍କର୍ମ: ୫ ନାବାଳକ ଅଟକ

ବଲାଙ୍ଗିର: ବଲାଙ୍ଗିରରେ ଲଜ୍ଜା । ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତିରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଗଣଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ସ୍କୁଲରେ ଟ୍ୟୁସନ୍ ସରିବା ପରେ ସହପାଠୀମାନେ ଏପରି କରିଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମର ଭିଡିଓ ଭାଇରାଲ୍ ହୋଇଥିବା ନେଇ ଜଣାପଡିଛି । ଏହି ଘଟଣାରେ ୫ ନାବାଳକ ସହପାଠୀ ଅଟକ ରଖିଛି ପୋଲିସ । ପୀଡିତାଙ୍କ ସମ୍ପର୍କୀୟ ବଲାଙ୍ଗିର ଏସ୍‌ପିଙ୍କୁ ଫେରାଦ ପରେ ୫ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking