ଭୁବନେଶ୍ୱର: ଡେଡିକେଟେଡ ରେୟାର- ଅର୍ଥ କରିଡର ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବଧାଇ ଜଣାଇଛନ୍ତି । ୨୦୨୬ – ୨୭ ବଜେଟ ଉପସ୍ଥାପନ ପରେ ଓଡିଶାକୁ ସାମିଲ କରାଯାଇଥିବାରୁ ବଧାଇ ଜଣାଇ କହିଲେ ଓଡିଶା ରେୟାର ଅର୍ଥ ହବ ହେବ । ୨୦୨୫ରେ ରେୟାର- ଅର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ ସ୍କିମ ଲଞ୍ଚ ହୋଇଥିଲା । ମଣିରତ୍ନ- ସମୃଦ୍ଧ ରାଜ୍ୟଗୁଡିକୁ କେନ୍ଦ୍ରୀୟ ସହାୟତା ମିଳିବ । ଏହା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ନିଯୁକ୍ତି ସୃଷ୍ଟି କରିବ ।










