ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ । ବାରଣାସୀ – ସିଲିଗୁଡି, ଦିଲ୍ଲୀ – ବରାଣାସୀ, ମୁମ୍ବାଇ – ପୁନେ, ବେଙ୍ଗାଲୁରୁ – ଚେନ୍ନାଇ, ପୁନେ – ହାଇଦ୍ରାବାଦ, ହାଇଦ୍ରାବାଦ – ବେଙ୍ଗାଲୁର ଏବଂ ହାଇଦ୍ରାବାଦ – ଚେନ୍ନାଇ … Continue reading ୭ ହାଇସ୍ପିଡ୍ ରେଲୱେ କରିଡର
Copy and paste this URL into your WordPress site to embed
Copy and paste this code into your site to embed