23.1 C
Bhubaneswar
Monday, February 2, 2026
Homeଦେଶ ବିଦେଶପ୍ରତି ଜିଲ୍ଲାରେ ଖୋଲିବ ଛାତ୍ରାବାସ

ପ୍ରତି ଜିଲ୍ଲାରେ ଖୋଲିବ ଛାତ୍ରାବାସ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ଶିକ୍ଷା କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି । କହିଛନ୍ତି, ପ୍ରତି ଜିଲ୍ଲାରେ ଖୋଲିବ ଛାତ୍ରାବାସ । ପ୍ରତି ଜିଲ୍ଲାରେ ଖୋଲିବ ଆଉ ୩ ନୂଆ ସର୍ବବାରତୀୟ ଆୟୁର୍ବେଦ ସଂସ୍ଥା । ଆୟୁଷ ଫାର୍ମାସିସର ଅପଗ୍ରେଡ ହେବ । ଜାମନଗରରେ ଡବ୍ଲ୍ୟଏଚଓ ଔଷଧ କେନ୍ଦ୍ରର ଅପଗ୍ରେଡ ହେବ । ଦେଶର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ଛାତ୍ରାବାସ । ଏସଟିଇଏମ ସଂସ୍ଥା ପାଇଁ ଖୋଲିବ ଛାତ୍ରାବାସ ।

୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଟ୍ରେନିଂ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking