24.1 C
Bhubaneswar
Monday, May 4, 2026
Homeଓଡିଶାମୋକିମ୍‌ଙ୍କ ଦଳ ତିଷ୍ଠିବନି: ଜୟଦେବ

ମୋକିମ୍‌ଙ୍କ ଦଳ ତିଷ୍ଠିବନି: ଜୟଦେବ

ଭୁବନେଶ୍ୱର: ମୋକିମ୍‌ଙ୍କ ଆଞ୍ଚଳିକ ଦଳ ତିଷ୍ଠିବନି କହିଲେ ବରିଷ୍ଠ ନେତା ଜୟଦେବ ଜେନା । ସେ ଆହୁରି କୌଣସି ଆଞ୍ଚଳିକ ଦଳ ତିଷ୍ଠିନି କି ସେ କରୁଥିବା ଦଳ ତିଷ୍ଠିବନି । ଜନତା ଦଳ ବା ଅଣକଂଗ୍ରେସ ନେତାଙ୍କୁ ନେଇ ପାର୍ଟି କରିବାକୁ ଯାଉଛନ୍ତି ମୋକିମ୍ । ଜନତା ଦଳ ବା ଅଣକଂଗ୍ରେସ ନେତାଙ୍କୁ ନେଇ ପାର୍ଟି କରିବାକୁ ଯାଉଛନ୍ତି । ଏଥିରେ ଆମର ଭୟ କରିବାରେ କିଛି ନାହିଁ । ସୂଚନାଯୋଗ୍ୟ, ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ ଆଜି ବଡ ସୂଚନା ଦେଇଥିଲେସେ କହିଥିଲେ ଯେ ଓଡିଶା ଜନତା କଂଗ୍ରେସ କିମ୍ବା ଓଡିଶା ଲୋକ କଂଗ୍ରେସ ନାଁ ହୋଇପାରେ । ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି ।  ଓଡିଶା କୈନ୍ଦ୍ରିକ ପାର୍ଟି ହେବ । ଓଡିଆ ଲୋକଙ୍କ ପାଇଁ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ନେତା ଓ ଲୋକଙ୍କୁୁ ଭେଟୁଛୁ ।ଜାନୁଆରୀ ୩୦ରେ ମହିଳା ସମାବେଶ ହେବ । ଫେବୃଆରୀ ୫ରେ କୃଷକ ସମାବେଶ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking