19.1 C
Bhubaneswar
Monday, February 2, 2026
Homeଓଡିଶାଜଙ୍ଗଲରେ ମାଈ ହାତୀର ମୃତଦେହ

ଜଙ୍ଗଲରେ ମାଈ ହାତୀର ମୃତଦେହ

କଣ୍ଟାବାଞ୍ଜି: ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ । ମୁରିବାହାଲ ରେଞ୍ଜ ଜାମିଲିସର ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋସିଲ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁ ପଛର କାରଣ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking