କଟକ: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ । ଏନେଇ ଓଡିଶା ଘରୋଇ ବସ୍ ମାଲିକ ସଂଘ ବୈଠକ ପରେ ଘୋଷଣା କରିଛି । ଆସନ୍ତାକାଲିଠାରୁ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ବସ୍ ସେବା ସଂପ୍ରସାରଣକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ ।