29.1 C
Bhubaneswar
Monday, February 2, 2026
Homeଓଡିଶାଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ । ରଥଯାତ୍ରା ପାଇଁ ବିଧି ମୁତାବକ ପୂଜା ହେଲା କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ପୂଜାର୍ଚ୍ଚନା ସହ ଅନୁକୂଳ । ବିଦ୍ଧି ମୁତାବକ ରଥକାଠ ପହଞ୍ଚିବା ପରେ ୩ କାଠ ପୂଜା ହୋଇଥିଲା । ପୂଜାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜଗୁରୁ ଓ ବ୍ରାହ୍ମଣ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking