17.1 C
Bhubaneswar
Wednesday, February 4, 2026
Homeଓଡିଶାନବୀନ ନିବାସ ଆଗରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନବୀନ ନିବାସ ଆଗରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ନବୀନ ନିବାସ ଆଗରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଅରବିନ୍ଦଙ୍କ ସମର୍ଥନ ନବୀନ ନିବାସ ଆସୁଥିବା ଚର୍ଚ୍ଚା । ନବୀନ ନିବାସ ଆସୁଥିବା ଆଶଙ୍କାରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଅରବିନ୍ଦଙ୍କୁ ନିଲମ୍ବନର କାରଣ ପଚାରିବାକୁ ଆସୁଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କୁ ନିଲମ୍ବିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking