19.1 C
Bhubaneswar
Tuesday, February 3, 2026
Homeଓଡିଶାଅସାଧାରଣ ବ୍ୟକ୍ତିତ୍ୱ ଥିଲେ ନେତାଜୀ: ଉପରାଷ୍ଟ୍ରପତି

ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ନେତାଜୀ: ଉପରାଷ୍ଟ୍ରପତି

ଭୁବନେଶ୍ୱର: କଟକରେ ପାଳିତ ନେତାଜୀ ଜୟନ୍ତୀରେ ଓଡିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି । କହିଲେ ନେତାଜୀଙ୍କ ଜନ୍ମସ୍ଥାନ ଓଡିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ଓଡିଶାର ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ । କୋଣାର୍କ ଓଡିଶୀ ନୃତ୍ୟ ଓ ଜଗନ୍ନାଥଙ୍କ ପାଇଁ ଦେଶରେ ପ୍ରସିଦ୍ଧ ଓଡିଶା । ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦଘାଟନ କଲେ ଭିପି । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ୱାଧୀନତାର ବିଶ୍ୱାସ ନେଉଛି । ଆହୁରି କହିଛନ୍ତି, ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା । ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଡେଇବା ଉଡିତ । ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପରାଷ୍ଟପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking