ଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ ହେବାକୁ ଥିବା ସର୍ବଦଳୀୟ ବୈଠକ ବାତିଲ । ଲୋକସେବା ଭବନରେ ଟ୍ରିବ୍ୟୁନାଲ ସମ୍ପର୍କିତ ବୈଠକ ଡାକିଲେ ସରକାର । ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରା.୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାଶନ ସଚିବ ବୈଠକରେ ଯୋଗଦେବେ ।