19.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶବାଂଲାଦେଶକୁ ୨୪ଘଣ୍ଟିଆ ଡେଡ୍‌ଲାଇନ୍‌

ବାଂଲାଦେଶକୁ ୨୪ଘଣ୍ଟିଆ ଡେଡ୍‌ଲାଇନ୍‌

ନୂଆଦିଲ୍ଲୀ: ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌। ଆସନ୍ତା ଟି-୨୦ ବିଶ୍ବକପ୍‌ରେ ଭାଗ ନେବା ନେଇ ଡେଡ୍‌ଲାଇନ୍‌।୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ ଖେଳିବ ସ୍କଟଲାଣ୍ଡ୍‌। ଆଜି ବୈଠକ ପରେ ଆଇସିସି ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୈଠକରେ ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ବାଂଲାଦେଶର ଦାବି ପ୍ରତ୍ୟାଖ୍ୟାନ କରିଛି ଆଇସିସି। ଆଇସିସିର ଏହି ବୈଠକରେ ବାଂଲାଦେଶକୁ ନେଇ ଭୋଟିଂ ହୋଇଥିଲା। ୧୬ ଅଂଶ ଗ୍ରହଣକାରୀ ରାଷ୍ଟ୍ର ମଧ୍ୟରୁ ୧୪ ରାଷ୍ଟ୍ରର ବାଂଲାଦେଶକୁ ବିରୋଧ କରାଯାଇଛି। କେବଳ ପାକିସ୍ତାନ ଭୋଟିଂ ବ୍ୟବସ୍ଥାରେ ବାଂଲାଦେଶକୁ ସମର୍ଥନ କରିଛିକିନ୍ତୁ ଆଇସିସି ସପକ୍ଷ ଏବଂ ବିପକ୍ଷରେ ସଠିକ୍ ଭୋଟ୍ ପ୍ରତିଶତ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking