30.1 C
Bhubaneswar
Wednesday, January 21, 2026
Homeଓଡିଶାରାଜ୍ୟରେ ବଢିଲା ତାପମାତ୍ରା

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର: ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବଢିଲା ତାପମାତ୍ରା । ୪ ଦିନରେ ଉପକୂଳରେ ୩ ଡିଗ୍ରୀ ସେଲସିୟସ୍ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ସେଲସିୟସ୍‌କୁ ବୃଦ୍ଧି ପାଇଛି । ଝାରସୁଗୁଡାରେ ସର୍ବାଧିକ ୭.୨ ଡିଗ୍ରୀ ବଢି ହେଲା ୧୪ ଡିଗ୍ରୀ ସେଲସିୟସ୍ । କେନ୍ଦୁଝରରେ ୫.୨ ଡିଗ୍ରୀ ବଢି ହେଲା ୧୪.୬ ଡିଗ୍ରୀ ସେଲସିୟସ୍ । ଭୁବନେଶ୍ୱରରେ ୨.୨ ଡିଗ୍ରୀ ବଢି ହେଲା ୧୪.୬ ଡିଗ୍ରୀ ସେଲସିୟସ୍ । ପାରାଦୀପରେ ୩ ଡିଗ୍ରୀ ବଢି ହେଲା ୧୫.୪ ଡିଗ୍ରୀ ସେଲସିୟସ୍ । ବାଲେଶ୍ୱରରେ ୩ ଡିଗ୍ରୀ ବଢି ହେଲା ୧୬ ଡିଗ୍ରୀ ସେଲସିୟସ୍ । ଚାନ୍ଦବାଲିରେ ୪ ଡିଗ୍ରୀ ବଢି ହେଲା ୧୬.୨ ଡିଗ୍ରୀ ସେଲସିୟସ୍ । ଗୋପାଳପୁରରେ ୧.୪ ଡିଗ୍ରୀ ବଢି ହେଲା ୧୬.୮ ଡିଗ୍ରୀ ସେଲସିୟସ୍ । ପୁରୀରେ ୨.୪ ଡିଗ୍ରୀ ବଢି ହେଲା ୧୮.୪ ଡିଗ୍ରୀ ସେଲସିୟସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking