34.4 C
Bhubaneswar
Thursday, June 25, 2026
Homeଓଡିଶାଅରୋ ମୀରା କିଡି ଜ଼ୀଇର ୧୧ତମ ବାର୍ଷିକ ଉତ୍ସବ

ଅରୋ ମୀରା କିଡି ଜ଼ୀଇର ୧୧ତମ ବାର୍ଷିକ ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ସହର ର ଅନତି ଦୂର ରେ ଥିବା ଔରଓ ମୀରା କେ ଡି ଜ଼ୀଇ ସ୍କୁଲ ର 11ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସଂକୃତି ଭବନ ଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଛି l ଛୋଟ ଛୋଟ ପିଲା ମାନର ବୌଦ୍ଧିକ ପ୍ରତିଭା ସଂସ୍କାର ଭଲ ଚେତନା ନାଚ ନୃତ୍ୟ ପ୍ରଭୁତି ସୁ ଶିକ୍ଷା ଦିଆ ଯାଇ ଥାଏ l ଏହି ଉତ୍ସବ ରେ ସ୍କୁଲ ର ପ୍ରତିଷ୍ଠାତା ତଥା ଚେୟାର ମାନ ନବ କିଶୋର ମିଶ୍ର ଅଧ୍ୟକ୍ଷା ତା ସଭା ରେ ଯାଜପୁର ର ଅତି ରିକ୍ତ ଏସପି ସିତି କାନ୍ତ କାନୁନଗୋ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ଛୋଟ ପିଲା ମାନଙ୍କ ବୌଦ୍ଧିକ ଜ୍ଞାନ ଆହରଣ କରିବା ସହିତ ସଂସ୍କାର ମୂଲ୍ୟ ବୋଧ ଦେବା ସହିତ ପିଲା ମାନଂକୁ ନାଚ ଗୀତ ଶିକ୍ଷା ଦେଉ ଥିବାରୁ ଅନୁଷ୍ଠାନ କର୍ତୃପକ୍ଷ ପକ୍ଷ ଙ୍କୁ ଧନ୍ୟବାଦ ଜଣାଇ ଥିଲେ ସଂମ୍ମାନ ଅତିଥି ଭାବେ ଟାଟା ଷ୍ଟିଲ ର ସିନିଅର ମ୍ୟାନେଜର ମନମୋହନ ମିଶ୍ର ଔର ମୀରା ର କୀଡୀଜି ର ରିଜୁନାଲ ମ୍ୟାନେନଜର ନୀରଜ ନାରାୟଣ ପ୍ରମୁଖ ଅଥିତି ମାନେ ଯୋଗ ଦେଇ ଛୋଟ ପିଲା ମାନଙ୍କ ବୌଦ୍ଧିକ ପ୍ରତିଭା ଶିକ୍ଷା ପ୍ରତି ଆକୃଷ୍ଟ କରିବା ଅନୁଷ୍ଠାନ ଯନ୍ନ ହେବା କୁ ପରାମସ୍ୟ ଦେଇ ଥିଲେ ଅନୁଷ୍ଠାନ ର ପରିଚାଳକ ସନ୍ତୋଷ କୁମାର ଅନୁଷ୍ଠାନ ର ଶିକ୍ଷା ନୀତି ବିବରଣୀ ପାଠ କରିବା ସଙ୍ଗେ ସ୍ଵ୍ୱାଗତ ଭାଷଣ ଦେଇ ଥିଲେ ଅନୁଷ୍ଠାନ ର ଅଧକ୍ଷ କ୍ୟାନସି ଧଳ ଧନ୍ୟବାଦ ବାଦ ଅର୍ପଣ କରି ଥିଲେ ଛୋଟ ଛୋଟ ଶିଶୁ ମାନଙ୍କ ନ୍ୟୁତ ଆକର୍ଷଣ ହୋଇ ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking