27.1 C
Bhubaneswar
Monday, January 19, 2026
Homeଓଡିଶାଆଜିଠୁ ଧର୍ମଶାଳା ଜାରକା ମହୋତ୍ସବ

ଆଜିଠୁ ଧର୍ମଶାଳା ଜାରକା ମହୋତ୍ସବ

ଯାଜପୁର: ଆଜିଠୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡିଆରୁ ଆରମ୍ଭ ହେବ ତୀର୍ଥ ଯାତ୍ରା । ଏହି ଯାତ୍ରାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୭୦ ହଜାର ବୟସ୍କ ଲୋକ ସାମିଲ ହୋଇ ଜଗନ୍ନାଥ ଦର୍ଶନ କରି ଫେରିବେ । ଏହି ଅବ ସରରେ ଜଗ୍ନନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଛି । ଯାହାର ପୌରହିତ୍ୟ କରୁଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ, ଡିଲ୍ଲାର ବିଜେପି ବିଧାୟକ ଓ ସ୍ଥାନୀୟ ବୟସ୍କ ଲୋକ ସାମିଲ ହୋଇଥିଲେ । ମୋଟାମୋଟି ଭାବରେ ଏହି ଭକ୍ତିମୟ ପରିବେଶରେ ଏହି ତୀର୍ଥଯାତ୍ରା ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking