28.1 C
Bhubaneswar
Saturday, January 17, 2026
Homeଓଡିଶାଶେରଗଡର ଠିକାଦାରଙ୍କ ଘରେ ଇଡି ରେଡ୍

ଶେରଗଡର ଠିକାଦାରଙ୍କ ଘରେ ଇଡି ରେଡ୍

ଶେରଗଡ: ଶେରଗଡର ଠିକାଦାରଙ୍କ ଘରେ ଇଡି ରେଡ୍ । ରେଡ୍ ସମୟରେ ଇଡି ୨.୫ କୋଟି ଟଙ୍କା ଜବତ କରାଯାଇଛି । ୨୫ଟି ସ୍ଥାନରେ ରେଡ୍ ସହିତ ୨.୫ କୋଟି ନଗଦ ଟଙ୍କା ଜବତ କରାଯାଇଛି । ଏକାଧିକ ବିଳାସପୂର୍ଣ୍ଣ ଗାଡି ସହ ଚୋରା ମଦ କାରବାରର ପ୍ରମାଣ ମିଳିଛି । ବାଲିଘାଟ ସହିତ ୨ଟି କ୍ରସର ଉପରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ବାଲିଘାଟ ସହିତ ୨ଟି କ୍ରସର ଉପରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ଧଳ ନାଁରେ ସବୁ ଖଣିର କାଗଜପତ୍ର ଥିବା ସୂଚନା ମିଳିଛି । ରାଜ୍ୟ ବାହାରର ଲିଙ୍କ ଖୋଳତାଡ ପାଇଁ ୬ଟି ଟିମ୍ ଗଠନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking