26.1 C
Bhubaneswar
Friday, January 16, 2026
Homeଓଡିଶାରାଜଧାନୀରେ ଡ଼ିଲ ବେଳେ ୬ ବନ୍ଧୁକ ଜବତ

ରାଜଧାନୀରେ ଡ଼ିଲ ବେଳେ ୬ ବନ୍ଧୁକ ଜବତ

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ କାରବାର । ଭୁବନେଶ୍ୱରରୁ ଜବତ ହୋଇଛି ୬ଟି ବନ୍ଧୁକ । ୧୦ ରାଉଣ୍ଡ ଗୁଳି, ମୋବାଇଲ, ବାଇକ ବି ଜବତ ହୋଇଛି । କିଛି ଅଫୁଟା ଗୁଳି ବି ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ। ଏହି ମାମଲାରେ ଜଣେ ବନ୍ଧୁକ ବେପାରୀକୁ ଗିରଫ କରାଯାଇଛି। ବିହାରରୁ ବନ୍ଧୁକ ଆଣି ସେ ରାଜଧାନୀରେ ବିକ୍ରି ପାଇଁ ଯୋଜନା କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking