ଭୁବନେଶ୍ୱର: ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର ସସପେଣ୍ଟ ନେଇ ପ୍ରତିକ୍ରିୟା । ପ୍ରତିକ୍ରିୟା ରଖିଲେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଗଣେଶ୍ୱର ବେହେରା । ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ।।ନୁଷ୍ଠାନ ନିଆଯାଇଛି । ଅନ୍ୟପଟେ କାର୍ଯ୍ୟକଳାପ ଦଳ ବିରୋଧୀ ଥିବାରୁ ପଦକ୍ଷେପ ନିଆଯାଇଥିବା କହିଲେ ଗଣେଶ୍ୱର ବେହେରା । ସେ ଆହୁରି କହିଛନ୍ତି ଯେ ସଭାପତିଙ୍କ ପାଖରେ ଏନେଇ କିଛି ଗୁଇନ୍ଦା ତଥ୍ୟ ଥାଇପାରେ ।










