21.1 C
Bhubaneswar
Wednesday, January 14, 2026
Homeଓଡିଶାମାଞ୍ଜାସୂତା ଲାଗି ଜଣେ ଆହତ

ମାଞ୍ଜାସୂତା ଲାଗି ଜଣେ ଆହତ

ଢେଙ୍କାନାଳ: ଢେଙ୍କାନାଳ ମାଞ୍ଜାସୂତା ଆତଙ୍କ। ମାଞ୍ଜାସୂତା ଲାଗି ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଟାଉନ ଥାନା ଅନ୍ତର୍ଗତ ମୀନାବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଞ୍ଜା ସୂତାରେ ଯୁବକଙ୍କ ନାକ ଓ ଆଙ୍ଗୁଠି କଟିଯାଇଛିଏହି ଦୁର୍ଘଟଣାରେ ଆଉ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତ ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking