22.1 C
Bhubaneswar
Monday, January 12, 2026
Homeଓଡିଶାରାସ୍ତାରୁ ବାଲି/ଅଳିଆ ସଫା ପାଇଁ କଡ଼ା ତାଗିଦ୍‌

ରାସ୍ତାରୁ ବାଲି/ଅଳିଆ ସଫା ପାଇଁ କଡ଼ା ତାଗିଦ୍‌

ଭୁବନେଶ୍ୱର: ରାସ୍ତାରେ ବାଲିଜନିତ ଦୁର୍ଘଟଣାକୁ ନେଇ ପରିବହନ କମିଶନରଙ୍କ ତାଗିଦ୍ । ନିକଟ ଅତୀତରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଦ୍‌ବେଗ ଜଣାଇଲେ । ଏନଏଚଏଆଇର ରିଜିଓନାଲ୍ ଅଫିସର୍, ଏନଏଚର ଓଡ଼ିଶା ଶାଖା ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଓ ସବୁ ମହାନଗର ନିଗମ, ଏନଏସି ଅଧିକାରୀଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ରାସ୍ତା ସଫା ରଖିବା ଦାୟିତ୍ବ ଆପଣମାନଙ୍କର ବୋଲି ଚିଠିରେ ତାଗିଦ୍ କରିଛନ୍ତି ପରିବହନ କମିଶନର । ଯଦି ବାଲି ବା ଅଳିଆ ପଡ଼ି ରହୁଛି ସଫା ଦାୟିତ୍ବ ଆପଣଙ୍କ ସଂସ୍ଥାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking