26.1 C
Bhubaneswar
Wednesday, February 4, 2026
Homeଓଡିଶାଏସସିବିରେ ସିଲିଂ ଖସି ରୋଗୀ ଆହତ

ଏସସିବିରେ ସିଲିଂ ଖସି ରୋଗୀ ଆହତ

କଟକ: କଟକ ଏସସିବି ଛାତରୁ ଖସିଲା ସିଲିଂ । ସିଲିଂ ଖସିବା ଫଳରେ ରୋଗୀ ଆହତ ହୋଇଛନ୍ତି । ପୁରୁଣା ମେଡିସିନ୍ ବିଭାଗ ୱାର୍ଡରେ ଏହି ଅଘଟଣ ଘଟିଛି । ରୋଗୀ ବେଡ୍‌ରେ ଥିବାବେଳେ ମୁଣ୍ଡରେ ପଡ଼ିଲା ସିଲିଂ। ଘଟନ ପରେ ଆହତ ରୋଗୀଙ୍କୁ ଅନ୍ୟ ଏକ ବେଡ୍‌କୁ ସ୍ଥାନାନ୍ତର କରି ଚିକିତ୍ସା ଚାଲିଛିତେବେ ଏହି ଅଘଟଣ ପାଇଁ କିଏ ଦାୟୀ ସେନେଇ ତଦନ୍ତ କରିଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking