22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶପଞ୍ଜାବରେ ପ୍ରବଳ ଶୀତ: ବଢିଲା ସ୍କୁଲ ଛୁଟି ତାରିଖ

ପଞ୍ଜାବରେ ପ୍ରବଳ ଶୀତ: ବଢିଲା ସ୍କୁଲ ଛୁଟି ତାରିଖ

ପଞ୍ଜାବ: ପଞ୍ଜାବରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଲଗାତାର ଥଣ୍ଡା ଏବଂ କୁହୁଡି ଯୋଗୁଁ ସ୍କୁଲ ଛୁଟି ବୃଦ୍ଧି କରାଯାଇଛି । ଦେଶର ପ୍ରାୟ ସମସ୍ତ ସ୍ଥାନରେ ଥଣ୍ଡା ତା’ ର ଶୀର୍ଷରେ ପହଞ୍ଚିଛି । ଏହି ସମୟରେ, ପଞ୍ଜାବରେ ନିରନ୍ତ ଥଣ୍ଡା ଏବଂ କୁହୁଡି ଯୋଗୁଁ ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲର ଛୁଟି ବୃଦ୍ଧି କରାଯାଇଛି । ପଞ୍ଜାବର ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ଜାନୁଆରୀ ୧୪ ତାରିଖରେ ପୁଣି ଖୋଲିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking