23.1 C
Bhubaneswar
Tuesday, February 3, 2026
Homeଓଡିଶାପୀତବାସ ହତ୍ୟାକାଣ୍ଡ: ଆଜି ଚାର୍ଜସିଟ୍ ଦାଖଲ

ପୀତବାସ ହତ୍ୟାକାଣ୍ଡ: ଆଜି ଚାର୍ଜସିଟ୍ ଦାଖଲ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଆଜି ଦିଆଯିବ ଚାର୍ଜସିଟ୍ । ରବିବାର ହେଲେ ସୁଦ୍ଧା ଆଜି ପୋଲିସ ଦାଖଲ କରିବ ଚାର୍ଜସିଟ୍ । ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ହେବ ଦାଖଲ । ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking