ଯାଜପୁର: ୨ ଜାନୁଆରୀ 2006ମସିହା ରେ କଳିଙ୍ଗ ନଗର ରେ ଲୋମହର୍ଷ କାରି ଗୁଳି କାଣ୍ଡ ଘଟି ଥିଲା ଅଧିବାସୀ ମନେ ନିଜ ର ଭିଟା ମାଟି ଜଙ୍ଗଲ ଜମି ପାଣି ପାଇଁ ଟାଟା କମ୍ପାନୀ ଓ ରାଜ୍ୟ ସରକାର ବିରୁଦ୍ଧରେ ରେ ଲଢେଇ କରୁ ଥିଲେ lକଳିଙ୍ଗ ନଗର ରେ ଟାଟା କମ୍ପାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କୁ ନେଇ ଅଧିବାସୀ ମାନେ ଟାଟା କମ୍ପାନୀ କୁ ବିରୋଧ କରୁ ଥିଲେ l ଭିଟା ମାଟି ଛାଡ଼ିବୁ ନାହଁ ସରକାର ଟାଟା କମ୍ପାନୀ ପ୍ରତିଷ୍ଠା ପାଇଁ ଆଦିବାସୀ ଙ୍କ ଦାବି କୁ ଉପେକ୍ଷା କରି ଥିଲେ ଜମି ଅଧିଗ୍ରହଣ ବେଳେ ପୋଲିସ ପ୍ରଶାସନ ଓ ଅଧି ବାସି ମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜି ଥିଲା ଏକ ଭୟା ଭୟ ଉଗ୍ର ରୂପ ପରିସ୍ଥିତି ଉପୁଜି ଥିଲା ପୋଲିସ ଗୁଳି ରେ 13 ଜଣ ଅଧିବାସୀ ଙ୍କ ପ୍ରାଣ ଚାଲି ଯାଇ ଥିଲା ଓ ଆନ୍ଦୋଳନ କରି ଙ୍କ ଆକ୍ରମଣ ରେ ଜଣେ ହବିଲିଦାର ଙ୍କ ମୃତ୍ୟୁ ଘଟି ଥିଲା ଏହି ଖବର ସମଗ୍ର ବିଶ୍ୱ କୁ ସ୍ତବ୍ଧ କରି ଥିଲା ଏହା ମଧ୍ୟରେ ବିସ୍ଥାପିତ ଅଧି ବାସି ଙ୍କ ସମସ୍ୟା ତୁଟୁନି l ଅଶାନ୍ତି ଲାଗି ରହିଛି lକଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୨୦ ବର୍ଷ। ଏହି ଅବସରରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀ ସହୀଦମାନଙ୍କ ସ୍ମୃତିରେ ସହୀଦ ସ୍ମୃତି ଦିବସ ପାଳନ କରାଯାଇଛି।
ଗୁଳିକାଣ୍ଡ ସ୍ଥଳରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ସଂଗ୍ରାମୀ ଓ ବିସ୍ଥାପିତ ଆଦିବାସୀ ନେତା ମାନେ ସୃତି କୁ ମନେ ପକାଇବା ଓସଂମ୍ମାନ ଦେବା ଉଦେଶ୍ୟ ରେ ବୀର ଭୂମି ସହୀଦ ସ୍ଥଳରେ ଅଧିବାସୀ ପରମ୍ପରା ଅନୁ ଯାଇ ପୂଜା ଓ ଅର୍ଚ୍ଚନା କରି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। 13 ଜଣ ଆଦିବାସୀଏହି ଅବସର ଗୁଳିକାଣ୍ଡରେ ପ୍ରାଣ ଦେଇଥିବା ଆଦିବାସୀ ସହୀଦମାନଙ୍କ ତ୍ୟାଗ ଓ ସଂଘର୍ଷକୁ ସ୍ମରଣ କରାଯାଇଥିବା ସହ, ବିସ୍ଥାପନ ବିରୋଧୀ ଆନ୍ଦୋଳନକୁ ଆହୁରି ଦୃଢ଼ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ସଭା ଆରମ୍ଭ ରୁ ଆଦିବାସୀ ମନେ ପରମ୍ପରିକ ଧନୁ ତୀର ନୁର୍ତ୍ୟ ନାଚ ଓ ଟାଟା କମ୍ପାନୀ ବିରୋଧ ରେ ନାରା ଦେଇ ବୀର ଭୂମି ସହିଦ ପୀଠ କୁ ଆସି ଥିଲେ l ଅଧିବାସୀ ନେତା ରବୀନ୍ଦ୍ର ଜlରିକା ବାବୁଲି ପୃତ୍ତି ବହୁ ନେତା ଅଭିଭାଷଣ ରଖି ଥିଲେ ଟାଟା କମ୍ପାନୀ l ପ୍ରତିଷ୍ଠା ହେଲା ସ୍ଥାନୀୟ ଲୋକ ନିଯୁକ୍ତି ପାଇଲେ ନାହିଁ ଅଧିବାସୀ ମାନଙ୍କ ହକ ମିଳୁ ନାହଁ ସମଗ୍ର କଳିଙ୍ଗ ନଗର ପଦ୍ୟୁଷିତ ଅଂଚଳ ରେ ମାନ୍ୟତା ପାଇଛି ଜଳ ଜମି ଦୂଷିତ ବହୁ ଆନ୍ଦୋଳନ ହେଉଛି ଶୁଣିବାକୁ କେହି ନାହାନ୍ତି ଏବେ ମଧ୍ୟ୍ୟ ବିସ୍ତାପିତ ନାୟ ପାଇ ବାରୁ ବଞ୍ଚିତ କେବେ ଅଧିବାସୀ ସେମାନଙ୍କ ଅଧିକାର ନାୟ ପାଇବେ ସମୟ କହିବ l










