24.1 C
Bhubaneswar
Wednesday, February 4, 2026
Homeଓଡିଶାବାଇକ୍‌କୁ ପିଟିଲା ବସ୍‌: ୩ ମୃତ

ବାଇକ୍‌କୁ ପିଟିଲା ବସ୍‌: ୩ ମୃତ

ରାଇରଙ୍ଗପୁର: ରାଇରଙ୍ଗପୁରରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଣୀବନ୍ଧ ନିକଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ, ସମସ୍ତେ ତିରିଂ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ୨ ମୃତଦେହ ଉଦ୍ଧାର କରାଯାଇଛି । ଆଉ ଗୋଟିଏ ମୃତଦେହ ବସ୍ ଚକ ତଳେ ଫସିରହିଛି । ଉଦ୍ଧାର ଉଧ୍ୟମ ଜାରି ରହିଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସେନେଇ ତଦନ୍ତ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking