21.1 C
Bhubaneswar
Wednesday, February 4, 2026
Homeଓଡିଶାଓଡିଶାବାସୀ ନୂଆ ଅଧ୍ୟାୟ ଦେଖିବେ: ଦେଓରଞ୍ଜନ

ଓଡିଶାବାସୀ ନୂଆ ଅଧ୍ୟାୟ ଦେଖିବେ: ଦେଓରଞ୍ଜନ

ଭୁବନେଶ୍ୱର: ଉନ୍ନୟନ କମିସନର ଦେଓରଞ୍ଜନ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ ସମ୍ପାଦନ କରିବି । ମୋ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ବିକଶିତ ଓଡିଶା ଗଠନରେ ମୋର ପୂରା ସାମର୍ଥ୍ୟ ଲଗାଇବି । ଓଡିଶାବାସୀ ନୂଆ ଅଧ୍ୟାୟ ଦେଖିବେ କହିଛନ୍ତି ଦେଓରଞ୍ଜନ । ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ହୋଇଥିଲା ଅଦଳବଦଳ । ଉନ୍ନୟନ କମିସନର ଦାୟିତ୍ୱ ନେଇଛନ୍ତି ଦେଓରଞ୍ଜନ । ସେ ପୂର୍ବରୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ । ଏସଆରସି ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି । ତା ସହିତ ବିଭିନ୍ନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ଦେଓରଞ୍ଜନ ସିଂ । ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଦେଓରଞ୍ଜନ ସିଂ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking