28.1 C
Bhubaneswar
Tuesday, February 3, 2026
Homeଓଡିଶାବିଳମ୍ବରେ ଖୋଲିଲା ପତିତପାବନ ମନ୍ଦିର

ବିଳମ୍ବରେ ଖୋଲିଲା ପତିତପାବନ ମନ୍ଦିର

ପୁରୀ: ବିଳମ୍ବରେ ଖୋଲିଲା ଶ୍ରୀମନ୍ଦିର ଅଧିନସ୍ଥ ପତିତପାବନ ମନ୍ଦିର । ପତିତପାବନ ମନ୍ଦିର ବିଳମ୍ବରେ ଖୋଲିବାରୁ ଆଳତିରେ ବିଳମ୍ବ ହୋଇଛି । ସକାଳ ୯ଟା ୪୫ରେ ସଂପନ୍ନ ହେଲା ପତିତପାବନ ଶ୍ରୀଜଗନ୍ନାଥଙ୍କ ଆଳତି । ଭୋରୁ ଦିଅଁଙ୍କ ଶ୍ରୀମୁଖ ଦର୍ଶନ ନପାଇ ଲକ୍ଷ ଲକ୍ଷ ଭକ୍ତ ନିରାଶ ହେଉଛନ୍ତି । ମନ୍ଦିର ଖୋଲିବାରେ ଅହେତୁକ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ସେବାୟତଙ୍କ ବ୍ୟକ୍ତିଗତ କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ଶ୍ରଦ୍ଧାଳୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking