21.1 C
Bhubaneswar
Tuesday, February 3, 2026
Homeଓଡିଶାଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି

ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି

ଭୁବନେଶ୍ୱର: ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍‌ରେ ଗଲେ ତଣ୍ଡ କଟାଯିବ । ୩ ଜଣ ବସି ଡ୍ରାଇଭ୍, ରଙ୍ଗ ରୁଟ୍‌ରେ ଗଲେ ଗଣିବେ ତଣ୍ଡ କଟାଯିବ । ଦୁଇ ଦିନ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ନେଇ ସୂଚନା ଜାରି କରାଯାଇଛି । ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking