21.1 C
Bhubaneswar
Sunday, December 28, 2025
Homeଓଡିଶା୧୦ ଡିଗ୍ରୀ ତଳେ ୧୩ ସହର

୧୦ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡିଶା । ୧୦ ଡିଗ୍ରୀ ତଳେ ୧୩ ସହର ରହିଛନ୍ତି । ଜି. ଉଦୟଗିରିରେ ସର୍ବନିମ୍ନ ୩.୫ ଡିଗ୍ରୀ ତାପମାତ୍ରା ଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗିବାଡିରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡା, ରାଉରକେଲା ଓ କୋରାପୁଟରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେମିଳିଗୁଡାରେ ୭.୫ ଡିଗ୍ରୀ, କିରେଇରେ ୮.୩ ଡିଗ୍ରୀ, ନବରଙ୍ଗପୁରରେ ୮.୫ ଡିଗ୍ରୀ ଏବଂ ଅନୁଗୁଳରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ବ୍ୟତୀତ ନ୍ନ୍‌ରଗଡରେ ୯.୨ ଡିଗ୍ରୀ, ଭବାନୀପାଟଣାରେ ୯.୫ ଡିଗ୍ରୀ ଏବଂ ବଲାଙ୍ଗିରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ। ଘନ କୁହୁଡ଼ି ଯୋଗୁଁ ଯାତାୟତରେ ସମସ୍ୟା ଉପୁଜିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking