27.1 C
Bhubaneswar
Wednesday, December 24, 2025
Homeଓଡିଶାପୋଡିଦେଲେ ପେଟି ପେଟି ଔଷଧ

ପୋଡିଦେଲେ ପେଟି ପେଟି ଔଷଧ

ବାଲେଶ୍ୱର: ରୋଗୀଙ୍କୁ ଦେଲେନି ସରକାରୀ ଔଷଧ । ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ ଏବଂ ପୋଡିଦେଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପଡିଛି ଓ ପୋଡାଯାଇଛି ଅନେକ ଏକ୍ସପାଏରୀ ଔଷଧ ଓ ରକ୍ତ ପରୀକ୍ଷା କିଟ । ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଉଛି ।କେବଳ ଏକ୍ସପାରି ଐଷଧ ନୁହେଁ  ବାହାନଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରେ ପଡିଥିବା ଔଷଧରେ ଓଡିଶା ସରକାରଙ୍କ ଯୋଗାଣ , ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବା ବେଳେ କେତେକ ଔଷଧ ରୋଗୀଙ୍କୁ ନଦେଇ ଏକ୍ସପାୟାରୀ କରି ଫିଙ୍ଗା ଯାଇଛି ତ କେତେକ ଔଷଧର ଅବଧି ଦୀର୍ଘ ମାସ ଥିବା ବେଳେ ତାହାକୁ ଫିଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking