26.1 C
Bhubaneswar
Tuesday, December 23, 2025
Homeଓଡିଶାରାଜ୍ୟରେ ଗଡିବ ୪୨୮ ନୂଆ ଆମ୍ବୁଲାନ୍ସ

ରାଜ୍ୟରେ ଗଡିବ ୪୨୮ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର: ରାଜ୍ୟରେ ଗଡିବ ୪୨୮ଟି ୧୦୮ ନୂଆ ଆମ୍ବୁଲାନ୍ସ । ନୂଆ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ନିୟୋଜିତ ହେବ । ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କାର୍ଯ୍ୟକ୍ରମ ହେବ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ଆମ୍ବୁଲାନ୍ସ । ପ୍ରଥମେ ଦଫାରେ ଗଡିବ ୧୫୦ଟି ନଊା ଆମ୍ବୁଲାନ୍ସ । ଅଚଳ ଆମ୍ବୁଲାନ୍ସ ସ୍ଥାନରେ ନୂଆ ଆମ୍ବୁଲାନ୍ସ ଗଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking