21.1 C
Bhubaneswar
Monday, December 22, 2025
Homeଓଡିଶାମୃତ କିସ୍ ଛାତ୍ରଙ୍କ ଘରେ ଓଏସସିପିସିଆର ଅଧ୍ୟକ୍ଷା

ମୃତ କିସ୍ ଛାତ୍ରଙ୍କ ଘରେ ଓଏସସିପିସିଆର ଅଧ୍ୟକ୍ଷା

ଭୁବନେଶ୍ୱର: କିସ୍‌ରେ ନବମ ଶ୍ରେଣୀ ଛାତ୍ରଙ୍କ ହତ୍ୟା ଘଟଣାରେ ଓଏସସିପିସିଆରର ଜୋରଦାର ତଦନ୍ତ । ମୃତ ଛାତ୍ରଙ୍କ ଘରେ ପହଞ୍ଚିଲେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର । କେନ୍ଦୁଝର ସଦର ବ୍ଲକ ଟିକରଗୁମୁରା ଗାଁ ଘରେ ପହଞ୍ଚି ପଚରାଉଚରା କରିଛନ୍ତି । ଛାତ୍ରଙ୍କ ପରିବାର ଲୋକଙ୍କୁ ଓଏସସିପିସିଆର ଅଧ୍ୟକ୍ଷା ପଚରାଉଚରା କରିଛନ୍ତି । ସୂଚନାଥାଉକି, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଥିଲେ ।ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking