25.1 C
Bhubaneswar
Monday, December 22, 2025
Homeଓଡିଶା‘ଥାର’ କିଣା ଓ ମୋଡିଫିକେସନର ହେବ ଅଡିଟ: ମନ୍ତ୍ରୀ

‘ଥାର’ କିଣା ଓ ମୋଡିଫିକେସନର ହେବ ଅଡିଟ: ମନ୍ତ୍ରୀ

ଭୁବନେଶ୍ୱର: ଜଙ୍ଗଲ ବିଭାଗର ଥାର କିଣା ଓ ମୋଡିଫିକେସନର ହେବ ସ୍ୱତନ୍ତ୍ର ଅଡିଟ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ପିସିସିଏଫଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଅଡିଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ୭ କୋଟି ଟଙ୍କାରେ ୫୧ଟି ଥାର କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking